ଭୁବନେଶ୍ବର: ଭୁବନେଶ୍ବର ବାରଙ୍ଗ ଥାନା ପଦ୍ମନାଭ ନଗର ଛକ ନିକଟରେ ହାଇୱାକୁ ପଛରୁ ପିଟିଲା ଆମ ବସ୍। ୩୭ ନଂ ଆମ ବସ୍ ଯାତ୍ରୀ ନେଇ ଭୁବନେଶ୍ୱର ଯାଉଥିଲା। ଦୁର୍ଘଟଣାରେ ବସ୍ର ୨ଟି କାଚ ଭାଙ୍ଗି ଯାତ୍ରୀଙ୍କ ଉପରେ ପଡ଼ିଥିବା ସୂଚନା।
powered by social2s