ଭୁବନେଶ୍ବର: ଭୁବନେଶ୍ଵରରୁ ଜଣେ ଯୁବକଙ୍କୁ ଉଠେଇନେଲା ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ ପୋଲିସ। ଇମ୍ରାନ୍ ନାମକ ଯୁବକଙ୍କୁ କ୍ୟାପିଟାଲ ଥାନା ଅଞ୍ଚଳରୁ ଉଠାଇନେଲା ପୋଲିସ। ଇମାମ ସାମାଜିକ ଗଣମାଧ୍ୟମରେ ଭାରତ ବିରୋଧୀ ପ୍ରଚାର କରୁଥିଲା। କିଛି ଆତଙ୍କବାଦୀ ସଂଗଠନ ସହ ସମ୍ପର୍କରେ ଥିବା ସୂଚନା।
powered by social2s

