ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ବ୍ଳକ ଅନ୍ତର୍ଗତ ସୁବର୍ଣ୍ଣପୁର ଜାତମୁଣ୍ଡିଆ ବ୍ରିଜରେ ଓଲଟିଲା ଗୋରୁ ବୋଝେଇ ପିକଅପ୍ ଭ୍ୟାନ। ରାସ୍ତା ମଝିରେ ଓଲଟି ପଡ଼ିବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅନ୍ୟ ୨ ଗୋରୁ ବୋଝେଇ ଗାଡ଼ି ମଧ୍ୟ ଜବତ କଲା ପୋଲିସ। ଗାଡ଼ିରୁ ୩୫ ଗୋରୁ ଉଦ୍ଧାର ହୋଇଥିବା ବେଳେ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍।
powered by social2s

