ଅଗ୍ନିକାଣ୍ଡରେ ଜଳିଗଲା ୬ ଟି ଦୋକାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଅଗ୍ନିକାଣ୍ଡରେ ଜଳିଗଲା ୬ ଟି ଦୋକାନ ଭଦ୍ରକ: ଭଦ୍ରକ ରାଣୀତାଲ ବଜାର ରେ ଗତକାଲି ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ଏକ ବଡ଼ ଲୁଗା ଦୋକାନ ସମେତ ୬ ଟି ଦୋକାନ ପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଆୟତ ହୋଇଛି।

powered by social2s