୫ ଦିନରେ ୪୫ ଡିଗ୍ରୀ ଛୁଇଁବ ତାତି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର : ଓଡ଼ିଶାରେ ଆସନ୍ତା ୫ ଦିନରେ ୪୫ ଡିଗ୍ରୀ ଛୁଇଁବ ତାତି। ପଶ୍ଚିମରୁ ଉପକୂଳ ଯାଏଁ ସବୁଠି ପାରଦ ଉପରମୁହାଁ ରହିଛି। ଆଗାମୀ ୫ ଦିନରେ ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା। ୧୭ ତାରିଖ ଯାଏଁ ଏଭଳି ସ୍ଥିତି ଲାଗିରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

powered by social2s