ଆଜି ଖୋଲିବ ଭିତର ରତ୍ନଭଣ୍ଡାର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ଆଜି ଖୋଲିବ ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର। ୪୮ ବର୍ଷ ପରେ ହେବ ରତ୍ନର ଗଣତି ମଣତି। କଡ଼ା ସୁରକ୍ଷାରେ ଭିତର ରତ୍ନଭଣ୍ଡାର ଦ୍ବାର ଖୋଲାଯିବ। ଟ୍ରେଜେରିରୁ ଚାବି ଆସିବା ପରେ ଭିତର ରତ୍ନଭଣ୍ଡାର ଦ୍ବାର ଖୋଲାଯିବ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଟ୍ରେଜେରିରୁ ଚାବି ଅଣାଯିବ।

powered by social2s