ନୟାଗଡ଼ରେ ବଦଳିଲା ସ୍କୁଲ ଖୋଲିବା ସମୟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ପ୍ରବଳ ଖରା ଓ ଗରମ ଯୋଗୁଁ ନୟାଗଡ଼ରେ ବଦଳିଲା ସ୍କୁଲ ଖୋଲିବା ସମୟ। ସକାଳ ସାଢ଼େ ୬ଟାରୁ ସାଢ଼େ ୯ଟା ଯାଏ ଚାଲିବ ସ୍କୁଲ। ଓଡ଼ିଶାରେ ଖୁବ୍ ଶୀଘ୍ର ସ୍କୁଲ ଛୁଟି ଘୋଷଣା କରିବେ ରାଜ୍ଯ ସରକାର।

powered by social2s