୫ ଦିନ ଅସହ୍ୟ ତାତି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ଵର: ଓଡ଼ିଶାରେ ଆହୁରି ୫ ଦିନ ଅନୁଭୂତ ହେବ ଅସହ୍ୟ ଗରମ। ଚଳିତ ସପ୍ତାହରେ ୩ରୁ ୪ ଡିଗ୍ରୀ ବଢ଼ିପାରେ ପାରଦ। ସମ୍ବଲପୁର ଓ ବଲାଙ୍ଗିରକୁ ଉଷ୍ମ ରାତ୍ରି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଉପକୂଳରେ ଉଷ୍ମ ଓ ଆର୍ଦ୍ର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

powered by social2s