ଭୁବନେଶ୍ୱର : ଆନ୍ଧ୍ର-ଓଡ଼ିଶା ସୀମା ମୋଟୁ ଅଞ୍ଚଳରୁ ବିପୁଳ ପରିମାଣର କଇଁଛ ଉଦ୍ଧାର କରିଛି ବନ ବିଭାଗ। ଏକ ବୋଲେରୋ ଗାଡ଼ିରେ ଆନ୍ଧ୍ରରୁ ଓଡ଼ିଶାକୁ କଇଁଛ ଆସୁଥିବାର ଖବର ପାଇ ବନ ବିଭାଗ ଚଢ଼ାଉ କରିଥିଲା। ଗାଡ଼ିରୁ ୭୬୧ କଇଁଛ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରୁ ଜଣେ ଗିରଫ ହୋଇଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଥିବା ସୂଚନା।
powered by social2s

