ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ଗୁଡିପିଟା ସାହିରେ ୨ଟି ଗାଡି ପୋଡ଼ିଲେ ଦୁର୍ବୁତ୍ତ। ଷ୍ଟେଟ ବ୍ୟାଙ୍କ କ୍ୟାସ ଭ୍ୟାନ ରୁ ଟଙ୍କା ଲୁଟ ଉଦ୍ୟମ ବିଫଳ ପରେ ଦୁର୍ବୁତ୍ତ ଏପରି କରିଥିବାର ଜଣାପଡ଼ିଛି। ଟଙ୍କା ନମିଳିବାରୁ କ୍ୟାସ ଭ୍ୟାନ ଓ ଅନ୍ୟ ଏକ କାରରେ ଲଗାଇଲେ ନିଆଁ। ଘଟଣାସ୍ଥଳରେ ଫୁଲବାଣୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
powered by social2s

