ପାରାଦୀପ: ମହାନଦୀରେ ନିଖୋଜ ମାଛ ଧରାଳିଙ୍କ ମୃତଦେହ ଉଦ୍ଧାର ହୋଇଛି। ବହୁ ଖୋଜାଖୋଜି ପରେ ମୃତଦେହ ଉଦ୍ଧାର କଲେ କୁଜଙ୍ଗ ଅଗ୍ନିଶମ ବାହିନୀ। ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଚଉମୁହାଣି ନିକଟରେ ଜାଲ ଟାଣିବା ପାଇଁ ଯାଇଥିଲେ ମହେନ୍ଦ୍ର ସେଠୀ ଓ ଅନ୍ୟଜଣେ ବ୍ୟକ୍ତି। ଏହି ସମୟରେ ହଠାତ ନିଖୋଜ ହୋଇ ଯାଇଥିଲି ମହେନ୍ଦ୍ର ସେଠୀ।
powered by social2s

