ଭୁବନେଶ୍ୱର : ଓଡ଼ିଶାରେ ଖୁବଶୀଘ୍ର ହିଟ୍ ୱେଭ୍ ସେଣ୍ଟର। ଏହି ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଲେ ଯେ, ଆଗକୁ ଗ୍ରୀଷ୍ମ ପ୍ରଭାବ ବଢ଼ିବ, ତେଣୁ ହିଟ୍ ୱେଭ୍ ସେଣ୍ଟର ଖୋଲିବାର ଆବଶ୍ୟକତା ରହିଛି। ବାତ୍ୟା, ବନ୍ୟା ଆଶ୍ରୟସ୍ଥଳୀ ଭଳି ଏହା ଖୋଲାଯିବ। ଯେଉଁଠି ଅଧିକ ହିଟ୍ ୱେଭ୍, ସେଠାରେ ପ୍ରଥମ ପର୍ଯ୍ୟାୟରେ ସେଣ୍ଟର ଖୋଲାଯିବ।
powered by social2s

