ଭୁବନେଶ୍ୱର : ମେ' ୨ ତାରିଖ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ପ୍ରେସ୍ ରିଲିଜ୍ ଜରିଆରେ ସୂଚନା ଦେଲା ବି ଏସ ଇ । http://bseodisha.ac.inରେ ଛାତ୍ରଛାତ୍ରୀ ଦେଖିହେବ ରେଜଲ୍ଟ। ଇଣ୍ଟରନେଟ୍ ନ ଥିବା ଅଞ୍ଚଳରେ ରୋଲ୍ ନମ୍ୱରକୁ SMS କରି ରେଜଲ୍ଟ ଜାଣିହେବ।
powered by social2s