ପୁରୀ : ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ। ରଥଖଳାରେ ୩ ରଥର ଗୁଜ ଓ ଅର କଟା ଅନୁକୂଳ ହୋଇଛି। ନଡ଼ିଆ ବାଡେଇ ଅନୁକୂଳ କଲେ ବିଶ୍ବକର୍ମା ମହାରଣା। ଅନୁକୂଳ ପରେ ବାରିଷିରେ ଚୌପଟ କରିଛନ୍ତି ମହାରଣା। ୪୨ଟି ତୁମ୍ଭର ୧୬ ଯୋଡ଼ା ବିନ୍ଧା, ପରଖ କାମ ଶେଷ ହୋଇଛି। ଆଜିଠାରୁ ହେବ ରଥଚାଳିକୁ ରୂପକାର ସେବକଙ୍କ ପ୍ରବେଶ।
powered by social2s

