ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଭିତରୁ ଜଣେ ଅଭିଯୁକ୍ତଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ଆଜି ଏକ ଗଣ୍ଡଗୋଳ ମାମଲାରେ ଜଣେ ଯୁବକଙ୍କୁ ପୋଲିସ ଥାନାକୁ ଆଣିଥିଲା। ପରେ ତାଙ୍କ ମୃତଦେହ ଥାନାର ମହିଳା ଓ ଶିଶୁ ଡେସ୍କ କୋଠରିରୁ ମିିିଳିଥିଲା ମୃତଦେହ।
ଯୁବକ ଜଣକ ହେଲେ ରଂଗୀପୁର ଗାଁ ର ଗଣେଷ ଡାକୁଆ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।
powered by social2s