ଭୁବନେଶ୍ୱର : ଭୁବନେଶ୍ୱର ଏକ ନମ୍ବର ହାଟରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଜଳିଗଲା ୨ଟି ଦୋକାନ। ସର୍ଟସର୍କିଟ୍ ଯୋଗୁଁ ଘଟିଛି ଅଗ୍ନିକାଣ୍ଡ। ତୁରନ୍ତ ନିଆଁ ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ।
powered by social2s