ଭଦ୍ରକ: ଭଦ୍ରକ ଜିଲ୍ଲା ଦେଇ ଯାଉଥିବା ଜାତୀୟ ରାଜପଥ ୧୬ ବାସୁଳି ନିକଟରେ ଟ୍ରକ୍କୁ ଧକ୍କା ଦେଲା ବୋଲେରୋ। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତାହତ ବାସୁଦେବପୁର ଇରମ୍ ଅଂଚଳର ହୋଇଥିବା ସୂଚନା। ପୁରୀରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି ଫେରିବା ବେଳେ ଘଟିଛି ଦୁର୍ଘଟଣା।
powered by social2s

