ସମ୍ବଲପୁର : ସମ୍ୱଲପୁରରେ ଦୁର୍ଘଟଣା ଘଟାଇଲା ଆମ ବସ୍। ବୁର୍ଲା ପିସି ବ୍ରିଜ୍ ଉପରେ ସ୍କୁଟିକୁ ଧକ୍କା ଦେଲା ଆମ ବସ୍। ସ୍କୁଟି ଆରୋହୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।
powered by social2s