କୋଭିଡ ନିୟମ ଉଲଂଘନ କରି ପାଠପଢ଼ା ଚାଲିଥିବା ବେଳେ ସ୍କୁଲ୍ ରେ ଚଢ଼ାଉ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଆଜି ଭୁବନେଶ୍ୱର ମୁନିସିପାଲ କର୍ପୋରେସନ (ବିଏମସି) ପକ୍ଷରୁ ଏକ ସ୍କୁଲ୍ ରେ ଚଢ଼ାଉ କରାଯାଇଛି।

 

ବଡ଼ଗଡ଼ କେନାଲ ରୋଡ଼ରେ ଥିବା ଓମ ଗୁରୁକୂଳ ପବ୍ଲିକ ସ୍କୁଲ୍କୁ  ସିଲ କଲା ବିଏମସି। 

 

କୋଭିଡ ନିୟମ ଉଲଂଘନ କରି ସ୍କୁଲ୍ ରେ ୩୦ ରୁ ଅଧିକ ପିଲାଙ୍କୁ ନେଇ ଚାଲିଥିଲା ପାଠପଢା।

 

powered by social2s