ହାଇୱାକୁ ପିଟିଲା ବସ୍; ୮ ଆହତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଭୁବନେଶ୍ୱର ଉପକଣ୍ଠ ପାହାଳ ୨୨ ତାଲା ନିକଟରେ ହାଇୱାକୁ ପଛରୁ ଧକ୍କା ଦେଲା ବସ୍। ଦୁର୍ଘଟଣାରେ ୮ ଯାତ୍ରୀ ଆହତ ହୋଇଛନ୍ତି। ଘରୋଇ 'ପଦ୍ମାବତୀ' ବସ୍ ର ଡ୍ରାଇଭର, ହେଲପର ଓ କଣ୍ଡକ୍ଟର ଫେରାର ଥିବା ସୂଚନା। ଆହତ ୮ ଜଣ ଏସ୍‌ସିବି ସ୍ଥାନାନ୍ତର ହୋଇଛନ୍ତି।

powered by social2s