ଚମ୍ପୁଆ: କେନ୍ଦୁଝର ଜିଲ୍ଲାରେ ଥିବା କାନପୁର ଡ୍ୟାମ୍ରେ ବିଦ୍ୟୁତ୍ କେବୁଲ୍ରେ ଲାଗି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଅସାବଧାନତା ଯୋଗୁ କାର୍ଯ୍ୟରତ ୨ ଶ୍ରମିକ ବିଦ୍ୟୁତ୍ କେବୁଲ୍ରେ ଲାଗି ପ୍ରାଣ ହରାଇଛନ୍ତି। ଘଟଣାସ୍ଥଳରେ ପହଞ୍ଚି ଯୋଡ଼ା ଥାନା ପୋଲିସ୍ ତଦନ୍ତ ଆରମ୍ଭ କରିଛି।
powered by social2s

