ଚମ୍ପୁଆ: ଘରୋଇ ବସ୍କୁ ସାମ୍ନା ପଟୁ ପିଟିଲା ଟ୍ରେଲର। କେନ୍ଦୁଝର ଜିକ୍କା ଦେଇ ଯାଉଥିବା ଜାତୀୟ ରାଜପଥ ୫୨୦ କଳାପାହାଡ଼ ନିକଟରେ ଘଟିଛି ଦୁର୍ଘଟଣା। ଭୁବନେଶ୍ବରରୁ ଯୋଡ଼ା ଆସୁଥିଲା ବସ୍। ବସ୍ରେ ୭ରୁ ୮ ଯାତ୍ରୀ ଥିଲେ, କେହି ଆହତ ହୋଇନାହାନ୍ତି।
powered by social2s