ପେଟ୍ରୋଲ୍ ଓ ଡିଜେଲ୍ କମ୍ ବ୍ୟବହାର କରନ୍ତୁ: ପ୍ରଧାନମନ୍ତ୍ରୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ : ଭାରତବାସୀଙ୍କୁ ବଡ଼ ଅପିଲ୍ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ କହିଲେ ଯେ, ଏବେ ବିଶ୍ଵରେ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢୁଛି। ପେଟ୍ରୋଲ୍ ଓ ଡିଜେଲ୍ କମ୍ ବ୍ୟବହାର କରନ୍ତୁ। ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଦେଶବାସୀ ଏକଜୁଟ୍ ହୁଅନ୍ତୁ। ଯୁଦ୍ଧ ଯୋଗୁଁ ଦେଶ ସଂକଟ ଦେଇ ଗତି କରୁଛି। ଯୁଦ୍ଧ ପ୍ରଭାବରୁ ଦେଶକୁ ବଞ୍ଚାଇବାକୁ ହେବ ବୋଲି କହିଲେ ମୋଦି। ବର୍ଷେ ଯାଏଁ ବିଦେଶ ଯାତ୍ରାରୁ ନିବୃତ୍ତ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଲେ ମୋଦି।

powered by social2s