ଅମୁଲ କ୍ଷୀର ୨ ଟଙ୍କା ବୃଦ୍ଧି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଅମୁଲ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି। ଅଧ ଲିଟର ଅମୁଲ ଗୋଲ୍ଡ ପ୍ୟାକେଟ୍‌ ୧ ଟଙ୍କା ମହଙ୍ଗା ହୋଇଛି। ମେ ୧୪ ତାରିଖରୁ ନୂଆ ଦାମ୍‌ ଲାଗୁ ନେଇ ସୂଚନା ମିଳିଛି।

powered by social2s