ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ଘଟିଥିବା ସୌମ୍ୟ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା କ୍ରାଇମବ୍ରାଞ୍ଚ। ମୁଖ୍ୟ ଅଭିଯୁକ୍ତ ରଞ୍ଜିତ ପାତ୍ର ଓରଫ ଚିନୁ ଗିରଫ ହୋଇଛି। ଚ ମାମଲାରେ ଗିରଫ ସଂଖ୍ୟା ୧୩ରେ ପହଞ୍ଚିଲା। ସୌମ୍ୟ ମୃତ୍ୟୁର କାରଣ ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ୍। ମୁଣ୍ଡରେ ଆଘାତ ଏବଂ ଶରୀରର ଏକାଧିକ ସ୍ଥାନରେ ମାଡ଼ରୁ ମୃତ୍ୟୁ ହୋଇଛି। ବାଉଁଶରେ ହାତଗୋଡ଼ ବାନ୍ଧି ଥିବାରୁ ସୌମ୍ୟର ମୃତ୍ୟୁ ହୋଇଛି।
powered by social2s

