ପୁଣି ବଢ଼ିଲା ପେଟ୍ରୋଲ୍ ଓ ଡିଜେଲ୍ ଦର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଦେଶରେ ପୁଣି ବଢ଼ିଲା ପେଟ୍ରୋଲ୍ ଓ ଡିଜେଲ୍ ଦର। ଲିଟର ପିଛା ପେଟ୍ରୋଲ୍‌ ଦର ୮୭ ପଇସା ବଢ଼ିଲା। ଡିଜେଲ୍‌ ଲିଟର ପିଛା ୯୧ ପଇସା ବୃଦ୍ଧି ପାଇଛି। ଗତ ଶୁକ୍ରବାର ୩ ଟଙ୍କା ବଢ଼ିଥିଲା ପେଟ୍ରୋଲ୍‌ ଓ ଡିଜେଲ୍‌ ଦର।

powered by social2s