ଭୁବନେଶ୍ୱର : ପୁଣି ବଢିଲା ପେଟ୍ରୋଲ୍ ଓ ଡିଜେଲ୍ ଦର। ଡିଜେଲ୍ ମୂଲ୍ୟ ଲିଟର ପ୍ରତି ୯୧ ପଇସା ବୃଦ୍ଧି କରାଯାଇଛି। ପେଟ୍ରୋଲ୍ ମୂଲ୍ୟ ଲିଟର ପ୍ରତି ୮୭ ପଇସା ବୃଦ୍ଧି ପାଇଛି। ୧୦ ଦିନରେ ତୃତୀୟ ଥର ପାଇଁ ବଢିଲା ତେଲ ଦର।
powered by social2s