କଟକ: କଟକ ଜିଲ୍ଲା ଭଗିପୁରଠାରେ ବାଙ୍କୀ ଉପଜିଲ୍ଲାପାଳଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ଗଛରେ ପିଟିହେଲା ଉପଜିଲ୍ଲାପାଳଙ୍କ ଗାଡ଼ି। ଉପଜିଲ୍ଲାପାଳଙ୍କ ଗାଡ଼ି ଧକ୍କା ପରେ ଗଛ ପଡ଼ି ଭାଙ୍ଗିଲା ଲୁନା ଓ ସ୍କୁଟି। ଉପଜିଲ୍ଲାପାଳଙ୍କ ଡ୍ରାଇଭର୍ଙ୍କର କୌଣସି କ୍ଷତି ହୋଇନଥିବା ସୂଚନା।
powered by social2s

