ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରରେ ଓହ୍ଲାଇପାରିଲା ନାହିଁ ବିମାନ। ଲକ୍ଷ୍ନୌ ଯାଇ ଵିଳମ୍ବିତ ରାତିରେ ଭୁବନେଶ୍ୱର ଫେରିଲା ବିମାନ। ବେଙ୍ଗାଲୁରୁରୁ ଭୁବନେଶ୍ୱର ଆସୁଥିଲା ଘରୋଇ ବିମାନ। ବର୍ଷା ଓ ପବନ ଯୋଗୁଁ ଲ୍ୟାଣ୍ଡ କରି ପାରିନଥିଲା ବିମାନ। ପାଗ ସ୍ୱାଭାବିକ ହେବା ପରେ ଲକ୍ଷ୍ନୌରୁ ଫେରିଥିଲା ବିମାନ। ସୁରକ୍ଷିତ ଭାବେ ଯାତ୍ରୀମାନେ ଭୁବନେଶ୍ୱର ଫେରିଥିବା ସୂଚନା।
powered by social2s

