ରାସ୍ତା କଡ଼ ଗଛରେ ପିଟିହେଲା ବୋଲେରୋ; ୧୦ ଆହତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପିପିଲି: ନିରାକାରପୁର-ପୁରୀ ନୂଆ ଜଗନ୍ନାଥ ସଡ଼କରେ ରାସ୍ତା କଡ଼ ଗଛରେ ପିଟିହେଲା ବୋଲେରୋ। ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି। ପୁରୀ ଚିକିତ୍ସାଳୟରେ ୯ ଜଣ ଭର୍ତ୍ତି ହୋଇଛନ୍ତି। ଭୁବନେଶ୍ୱର ଏମ୍ସକୁ ଜଣେ ସ୍ଥାନାନ୍ତର ହୋଇଥିବା ସୂଚନା। ଗଂଜାମ ସୋରଡ଼ା ଅଞ୍ଚଳର ଗୋଟିଏ ପରିବାର ପୁରୀ ଯିବା ବେଳେ ଦୁର୍ଘଟଣା ଘଟିଛି।

powered by social2s