ଭୁବନେଶ୍ୱରରେ ଭ୍ୟାକ୍ସିନ ଉତ୍ପାଦନ ୟୁନିଟ ନିର୍ମାଣ କାମ ଆରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱରର ଅନ୍ଧାରୁଆରେ ଭ୍ୟାକ୍ସିନ ୟୁନିଟ ର ନିର୍ମାଣ କାମ ଆରମ୍ଭ ହୋଇଛି।ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ନିର୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର।୨୦୨୨ ସୁଦ୍ଧା ଉତ୍ପାଦନ ଆରମ୍ଭ ପାଇଁ ନିର୍ମାଣ କାମ ଆଗେଇ ନେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।ଏହି ୟୁନିଟ କରୋନା ଓ ମ୍ୟାଲେରିଆ ସମେତ ୧୦ ପ୍ରକାରର ଟୀକା ଉତ୍ପାଦନ କରିବ।

powered by social2s