ଭୁବନେଶ୍ୱର: ବଢ଼ିଲା ୧୯ କେଜି କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦର। ଦିଲ୍ଲୀରେ ୪୨ ଟଙ୍କା ଓ କୋଲକାତାରେ ୫୩ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି। ଦିଲ୍ଲୀରେ ନୂଆ ଦର ୩୧୧୩.୫୦ ଟଙ୍କା, କୋଲକାତାରେ ୩୨୫୫.୫୦ ଟଙ୍କା ହୋଇଛି। ୫ କେଜି ସିଲିଣ୍ଡର ଦର ବି ୧୧ ଟଙ୍କା ବୃଦ୍ଧି ହୋଇଥିବା ବେଳେ, ଦିଲ୍ଲୀରେ ଦର ୮୨୧ ଟଙ୍କା ୫୦ ପଇସା ହୋଇଥିବା ସୂଚନା।
powered by social2s

