ଧର୍ମଗଡ଼: ଧାନ ବିକ୍ରି ସମସ୍ୟା ନେଇ କଳାହାଣ୍ଡି ଜିଲ୍ଲା ମୁଖୀଗୁଡ଼ା-ଭବାନୀପାଟଣା ରାସ୍ତାର କୁଟ୍ରୁ ଛକରେ ରାସ୍ତାରୋକ କଲେ ଚାଷୀ। ମଣ୍ଡିରୁ ତୁରନ୍ତ ଧାନ ଉଠାଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି ଚାଷୀ। ମୁଖୀଗୁଡ଼ା-ଭବାନୀପାଟଣା ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ଗାଡ଼ି। ବଡ଼କୁଟ୍ରୁ ସେବା ସମବାୟ ସମିତିରୁ ମିଲର୍ ଧାନ କିଣୁନଥିବା ଅଭିଯୋଗ ହୋଇଛି।
powered by social2s

