ଭୁବନେଶ୍ୱର : ଭୁବନେଶ୍ଵର ୟୁନିଟ୍-୪ ମାଛ ମାର୍କେଟ୍ରେ ଅଲଗା ହେବ ଆମିଷ ବଜାର ଓ ପରିବା ବିକ୍ରି। ବ୍ୟବସାୟୀଙ୍କ ସୁବିଧା ଓ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନେଇଛନ୍ତି ଓଡ଼ିଶା ସରକାର। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଦେଇଛନ୍ତି ଏହି ସୂଚନା। ଖୁବ୍ଶୀଘ୍ର ଏଥିପାଇଁ ସ୍ଵତନ୍ତ୍ର ବ୍ୟୟବରାଦ କରାଯିବ ବୋଲି କହିଲେ ମନ୍ତ୍ରୀ।
powered by social2s

