ବରଗଡ଼ VMSH ରେ ୧୦୦ ଭେଣ୍ଟିଲେଟର ଓ ଆଇସିୟୁ ବ୍ୟବସ୍ଥା ର ଶୁଭାରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ବରଗଡ଼: ବରଗଡ଼ ଜିଲ୍ଲା ବିକାଶ ମଲ୍ଟି ସ୍ପେସିଆଇଲିଟି ହସ୍ପିଟାଲରେ ୧୦୦ ଭେଣ୍ଟିଲେଟର ଓ ଆଇସିୟୁ ବ୍ୟବସ୍ଥା ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

 

ଏହି ବ୍ୟବସ୍ଥା ନିମନ୍ତେ ଇଣ୍ଡିଆନ ଅଏଲ ସିଏସଆର ପାଣ୍ଠିରୁ ଖର୍ଚ୍ଚ ହୋଇଛି ୧୧ କୋଟି ୫୦ ଲକ୍ଷ ଟଙ୍କା।

 

ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କୁ ମିଳିବ ଉପଯୁକ୍ତ ଚିକିତ୍ସା ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।

 

 

powered by social2s