ନିଶା ମାଫିଆଙ୍କ ଘର ଭାଙ୍ଗିଲା ପୋଲିସ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଅଞ୍ଚଳରେ ଉଚ୍ଛେଦ ହୋଇଛି। ୭ଜଣ ଡ୍ରଗ୍ସ ମାଫିଆଙ୍କ ଘର ଉଚ୍ଛେଦ କଲା ପୋଲିସ। ନିକଟରେ ମିନାପଡ଼ାରୁ ଜବତ ହୋଇଥିଲା ବିପୁଳ ବ୍ରାଉନସୁଗାର।

powered by social2s