କଟକ: କଟକ ଖାନନଗର ଛକ ନିକଟରେ ଜଳିଗଲା ଆମ୍ବୁଲାନ୍ସ। ରୋଗୀ ଓ ଆମ୍ବୁଲାନ୍ସ କର୍ମଚାରୀ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। ଆମ୍ବୁଲାନ୍ସ ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ। ଯାଜପୁର ଜିଲ୍ଲା ବଡ଼ଚଣାରୂ ଏକ ଶିଶୁକୁ ନେଇ କଟକ ଶିଶୁ ଭବନ ଯାଉଥିଲା ଆମ୍ବୁଲାନ୍ସ।
powered by social2s