ଭୁବନେଶ୍ୱର:ଓଡ଼ିଶାର ସବୁ ସହରର ବୁଲା ଜୀବଜନ୍ତୁଙ୍କ ପାଇଁ କରାଗଲା ଖାଦ୍ୟ ବ୍ୟବସ୍ଥା । ଭୁବନେଶ୍ୱର ମହାନଗର ନିଗମ କୁ ଏ ବାବଦରେ ମିଳିବ ଦିନକୁ ୨୦୦୦୦ ଟଙ୍କା ।ସେହିପରି ଅନ୍ୟ ୪ ମହାନଗର ନିଗମ କୁ ଦିନକୁ ମିଳିବ ୧୦୦୦୦ ଲେଖାଏଁ ଟଙ୍କା।ସମସ୍ତ ମୁନୁସିପାଲଟି କୁ ୫୦୦୦ ଟଙ୍କା ,ଓ NAC କୁ ୨୦୦୦ ଟଙ୍କା।
powered by social2s