ଭୁବନେଶ୍ୱରରେ ପ୍ରବଳ ଟ୍ରାଫିକ ଜାମ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଟ୍ରାଫିକ ଜାମ ଯୋଗୁଁ ଫସିଲା ଆମ୍ବୁଲାନ୍ସ, ମଲଵାହୀ ଗାଡ଼ି, କାର ଓ ବାଇକ।

ଭୁବନେଶ୍ୱର ରସୁଲଗଡ଼ ରୁ କଟକ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଫସିଥିଲା ସହ ସହ ଗାଡ଼ି। ଆସନ୍ତାକାଲି ପହିଲି ରଜ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା।

powered by social2s