ଭୁବନେଶ୍ୱର: ଭୁବନେଶ୍ୱର ସୈନିକ ସ୍କୁଲ୍ ରାସ୍ତାରେ ସିରିଜ୍ ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣ ପ୍ରାଣ ହରାଇଛନ୍ତି। ଅଟୋ ଓ ବାଇକ୍ ପରେ ୬ ଜଣଙ୍କୁ ଧକ୍କା ଦେଇଥିଲା କାର୍। ଗତକାଲି ୨ ଜଣଙ୍କ ମୃତ୍ୟୁ ହୋଇଥିଲା, ୪ ଜଣଙ୍କୁ ହସ୍ପିଟାଲ୍ ନିଆଯାଇଥିଲା। ଘରୋଇ ହସ୍ପିଟାଲ୍ରେ ଆଉ ଜଣଙ୍କ ମୃତ୍ୟୁ ହେବା ହୋଇଛି।
powered by social2s

