ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ପାହାଳରେ ହତ୍ୟା କରାଯାଇଥିବା ଯୁବକଙ୍କ ମୃତଦେହ ମିଳିବା ପରେ ନଖରା-ନିଆଳି ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ। ରାସ୍ତାରୋକ ଯୋଗୁଁ ଉଭୟ ପଟେ ଅଟଥିଲା ଶହ ଶହ ଗାଡ଼ି। ହତ୍ୟା ଅଭିଯୋଗ କରି ଅଭିଯୁକ୍ତଙ୍କୁ ଗିରଫ ଦାବିରେ ସଂପର୍କୀୟ ରାସ୍ତାରୋକ କରିଥିବା ସୂଚନା। ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ହାଇଓ୍ୱା ମାଲିକ ଓ ତାଙ୍କ ଭାଇ ପୋଲିସ ଦ୍ୱାରା ଅଟକ ଥିବା ଜଣାପଡ଼ିଛି। ଭୀମପୁର ଯୁବକଙ୍କ ମୃତଦେହ ଅନନ୍ତପୁର କେନାଲ୍ ବନ୍ଧରୁ ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଛି।
powered by social2s

