ଭୁବନେଶ୍ୱର : ସୁବର୍ଣ୍ଣପୁର ଜିଲ୍ଲାରେ ୨୦ ତାରିଖ ଯାଏଁ ବନ୍ଦ ରହିବ ସ୍କୁଲ। ଖରା ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କଲେ ଜିଲ୍ଲାପାଳ। ଅନ୍ୟ ସମସ୍ତ ଜିଲ୍ଲାରେ ଜୁନ ୧୮ ତାରିଖରୁ ଖୋଲିବ ସ୍କୁଲ।
powered by social2s