ଦେବଗଡ଼ : ଦେବଗଡ଼ ଜିଲ୍ଲାରେ ୨୨ ତାରିଖରେ ଖୋଲିବ ସ୍କୁଲ୍। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି ନିର୍ଦ୍ଦେଶ ଦେଲେ ଜିଲ୍ଲା ପ୍ରଶାସନ। ଆସନ୍ତା ୨୦ ତାରିଖ ଯାଏଁ ବଢ଼ିଲା ଖରାଦିନ ସ୍କୁଲ୍ ଛୁଟି ଅବଧି।
powered by social2s