କଟକ: କଟକ ପଦ୍ମପୁରରେ ଥିବା ଏକ ଗଦି ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗଦି ଓ କେମିକାଲରେ ନିଆଁ ଲାଗି ଫ୍ୟାକ୍ଟ୍ରି ଜଳି ପାଉଁଶ ହୋଇଛି। ଅଗ୍ନିଶମ ବାହିନୀର ୨ଟି ଟିମ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଛି।
powered by social2s