ନୟାଗଡ଼: ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଛକ ନିକଟରେ ଏକ ବସ ଓଲଟି ୧୯ ଜଣ ମେଡିକାଲ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି। ଗତକାଲି ରାତିରେ ଡାକ୍ତରୀ ଛାତ୍ରଛାତ୍ରୀ ମାନେ କୋଭିଡ ଡ୍ୟୁଟି ସାରି ଫେରୁଥିବା ବେଳେ ଏହି ଘଟଣା ଘଟିଛି। କଟକ ରୁ ବଲାଙ୍ଗୀର ଅଭିମୁଖେ ଯାଉଥିଲା ବସ।
powered by social2s

