ଭୁବନେଶ୍ୱର : ଓଡ଼ିଶାର ସବୁ ହଷ୍ଟେଲକୁ ପିଏନ୍ଜି ସଂଯୋଗ ପାଇଁ ନିର୍ଦ୍ଦେଶ ଦେଲା ଉଚ୍ଚଶିକ୍ଷା ବିଭାଗ। ଏଲ୍ପିଜି ସଙ୍କଟକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ହଷ୍ଟେଲ କିଚେନରେ ରୋଷେଇ ବାଧାପ୍ରାପ୍ତ ନ ହେବାକୁ ପ୍ରାଥମିକତା ଦିଆଯାଉଛି। ପିଏନଜି ଉପଲବ୍ଧ ଥିବା ସ୍ଥାନ ଗୁଡିକରେ ପିଏନ୍ଜି ସଂଯୋଗ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜୁନ୍ ୩୦ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଚିଠି କରାଯାଇଛି।
powered by social2s

