ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ଆରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ : ଦିନକ ପରେ ଦେବସ୍ନାନ ପୂର୍ଣ୍ଣିମା, ପୁରୀ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପ୍ରସ୍ତୁତି। ଆଜି ଶ୍ରୀମନ୍ଦିରରେ ହେବ ଦଇତା ପ୍ରବେଶ ନୀତି। ବଡ଼ସିଂହାର ବେଶ ପରେ ଭୋଗ ହୋଇ ହୁଏ ପହୁଡ଼ ଆଳତି। ଶ୍ରୀମୁଖ ଖଣ୍ଡୁଆ ଓ ବାହୁଟ କଣ୍ଟ ସରିବା ପରେ ହେବ ଚାରବନ୍ଧା କାର୍ଯ୍ୟ। ଆସନ୍ତାକାଲି ସଅଳ ସଅଳ ସେନାପଟା ଲାଗି ନୀତି କରାଯିବ।

powered by social2s