ଭୁବନେଶ୍ୱର ମାର୍କେଟ ବିଲ୍ଡିଙ୍ଗରେ ଅଗ୍ନିକାଣ୍ଡ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଭୁବନେଶ୍ବର ମାର୍କେଟ ବିଲ୍ଡିଙ୍ଗରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଜଳିଗଲା ୧୫ରୁ ଅଧିକ ଦୋକାନ। ନିଆଁ ଲିଭାଇଲେ ଅଗ୍ନିଶମ ବାହିନୀ। ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରୁଛନ୍ତି ସ୍ଥାନୀୟ ଲୋକେ।

powered by social2s