ଭୁବନେଶ୍ୱର : ପ୍ରବଳ ସ୍ରୋତରେ ଭୁବନେଶ୍ୱର ବାଣୀବିହାରରେ ଥିବା ଏକ ଡ୍ରେନ୍ରେ ଭାସି ଜଣେ ଯୁବକ ନିଖୋଜ ହୋଇଛନ୍ତି। ଯୁବକଙ୍କୁ ଉଦ୍ଧାର କରିବା ପାଇଁ ବହୁ ସମୟ ଖୋଜା ଖୋଜି ପରେ ଆଜି ପାଇଁ ଉଦ୍ଧାର କାର୍ଯ୍ୟ ସ୍ଥଗିତ ରଖିଲେ ଅଗ୍ନିଶମ ବିଭାଗ କର୍ମଚାରୀ।
powered by social2s