ପୁଣି ଜଣେ କଏଦୀ ଏଚଆଇଭି ପଜିଟିଭ ଚିହ୍ନଟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର ଝାରପଡ଼ା ଜେଲରେ ପୁଣି ଜଣେ ଏଚଆଇଭି ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଉ ଜଣେ କଏଦୀ ଏଚଆଇଭି ପଜିଟିଭ ହୋଇଥିବା ସୂଚନା। ଝାରପଡ଼ା ଜେଲରେ ଏଚଆଇଭି ପଜିଟିଭ ସଂଖ୍ୟା ୯ରେ ପହଞ୍ଚିଛି।

powered by social2s